https://kanaknews.com/story-of-two-sisters-of-koraput-lamtaput-village-s/
ଦୁଇ ଭଉଣୀଙ୍କ ଗାନ୍ଧିଗିରି : ନ୍ୟାୟ ନପାଇ ରାଜ୍ୟବ୍ୟାପି ପଦଯାତ୍ରା ଆରମ୍ଭ କଲେ ଦୁଇ ଦଳିତ ଭଉଣୀ । ଜାତିଆଣ ଆକ୍ଷେପ ସହ ଅତ୍ୟାଚାର ଓ ଜମି ହଡପ ନେଇ ଆଣିଲେ ଅଭିଯୋଗ